ଓଡ଼ିଶାର ୬ ଜିଲ୍ଲାରେ ଘନ କୁହୁଡି ସହିତ କୋରାପୁଟ ଓ ଫୁଲବାଣୀରେ ଶୀତ ଲହରୀ । ୭ ଦିନ ଯାଏଁ ବର୍ଷା ସମ୍ଭାବନା ନଥିବା କହିଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।