ଦୁଇ ବିଜେପି କର୍ମୀ ମୃତ୍ୟୁ ଘଟଣାରେ ନୂଆମୋଡ । ଜାଣିଶୁଣି ଡ୍ରାଇଭର କାରକୁ ଧକ୍କା ଦେଇଥିଲା । ସେପଟେ ସଙ୍ଗୀନ ଅଭିଯୋଗ ଆଣିଲେ ସମ୍ବଲପୁର ବିଧାୟକ ।