Surprise Me!

ଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି

2025-01-07 1 Dailymotion

କବାଟ ଭାଙ୍ଗି ଠକ ଦମ୍ପତିଙ୍କ ଘରେ ପଶିଛି ଆୟକର ବିଭାଗ । ଭୁବନେଶ୍ୱରର ଚାରୋଟି ସ୍ଥାନ ସମେତ ଓଡ଼ିଶା ଓ ବାହାରେ ମୋଟ 12ଟି ସ୍ଥାନରେ ରେଡ୍‌ କରିଛି ଆୟକର ବିଭାଗ।