ଛତିଶଗଡ଼ ସରେଇପାଲିରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ଆଇଜିଙ୍କୁ ଭେଟି ସୁରକ୍ଷା ମାଗିଥିଲେ ବିଶାଲ ।