ନୟାଗଡ଼ ଖଣ୍ଡିସିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ବ୍ରିଜ ତଳକୁ ଖସିପଡ଼ିବାରୁ ଜଣେ ମୃତ ଏବଂ ୩୦ରୁ ଅଧିକ ଯାତ୍ରୀ ଗୁରୁତର ।