ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ବଇଦ' । ଯେଉଁଥିରେ କ୍ୟାମେରା ଓ କଣ୍ଟେଣ୍ଟ ନାୟକ ସାଜିଥିବା ବେଳେ ଭିନ୍ନ ଏକ କାହାଣୀ ଦେଖିଛନ୍ତି ଦର୍ଶକ ।