Surprise Me!

ଶାବର ଶ୍ରୀକ୍ଷେତ୍ରରେ ମକର ସଂକ୍ରାନ୍ତି, ଜୟପୁରରେ ପୁଷ ପୁନେଇଁ

2025-01-14 0 Dailymotion

ମକର ସଂକ୍ରାନ୍ତିରେ ଶାଵର ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଜୟପୁରରେ ପୁଷ ପୁନେଇଁ । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟରେ କମ୍ପିଲା କୋରାପୁଟ ।