Surprise Me!

ମନମାନି କରୁଛନ୍ତି ସରକାରୀ ଅଫିସର, ବିଧାୟିକାଙ୍କ କଥାକୁ ଅଗ୍ରାହ୍ୟ

2025-01-16 0 Dailymotion

କଟକ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ । ନିର୍ଦ୍ଦେଶ ପରେ ବି ବିଧାୟିକାଙ୍କ କଥା ଶୁଣିଲେ ନାହିଁ ଅତିରିକ୍ତ ନିର୍ଦ୍ଦେଶିକା ରଜନି ଜାନୀ ।