ପୁଣି ଖୋଲିଲା ମା' ସମଲେଶ୍ୱରୀଙ୍କ ଭୋଗ ମଣ୍ଡପ । ନୂତନ ଭୋଗ ମଣ୍ଡପକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l