Surprise Me!

ଚିଲିକାରେ ସରିଲା ପକ୍ଷୀ ଗଣନା, ଗତବର୍ଷ ଅପେକ୍ଷା ଚଳିତ ଥର କମ ସଂଖ୍ୟକ ପକ୍ଷୀ ଆସିଛନ୍ତି

2025-01-19 3 Dailymotion

ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି । ବଢିଛି ପ୍ରଜାତି, କମିଛି ସଂଖ୍ୟା । ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଛନ୍ତି।