Surprise Me!

ଓଡ଼ିଶାର ମାଟି ତଳେ ଲିଥିୟମ ସୁରାଗ, ଚାଲିଛି ପ୍ରାଥମିକ ସର୍ଭେ

2025-01-19 1 Dailymotion

ଓଡ଼ିଶା ମାଟିତଳେ ମୂଲ୍ୟବାନ ଲିଥିୟମ ସଙ୍କେତ ପାଇଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ । ମୂଲ୍ୟବାନ ଖଣିଜ ସମ୍ପଦ ଖୋଜିବା ପାଇଁ GSI ଡ୍ରୋନ ସହିତ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରୁଛି ।