ରାଜ୍ୟରେ କମିବ ଶୀତର ପ୍ରଭାବ । ଦୃଶ୍ୟମାନ ହେବ ଘନ କୁହୁଡ଼ି । ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ସକାଳ ସମୟ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।