Surprise Me!

ବାଲେଶ୍ୱରରେ ପବ୍ଲିକ ଅଣ୍ଡରଟେକିଂ କମିଟିର ସମୀକ୍ଷା ବୌଠକ , ବିଭାଗୀୟ ଅଧିକାରୀ କଡ଼ା ନିର୍ଦ୍ଦେଶ

2025-01-22 0 Dailymotion

ବାଲେଶ୍ବର ଗସ୍ତରେ ବିଧାନସଭାର ପବ୍ଲିକ ଅଣ୍ଡରଟେକିଂ କମିଟି । ଧାନ ମଣ୍ଡିର କଲେ ସମୀକ୍ଷା ଏବଂ ପଥର ଚୋରା ଚାଲାଣ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ।