Surprise Me!

ଭିତରକନିକାରେ ବଢିଲେ କୁମ୍ଭୀର, ଥିଲେ 1811 ହେଲେ 1826

2025-01-23 4 Dailymotion

ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ବଢିଛି କୁମ୍ଭୀର ସଂଖ୍ୟା । 15ଟି ବଉଳା କୁମ୍ଭୀର ସଂଖ୍ୟା ବଢିଛି । ଚଳିତବର୍ଷ ୧୮୨୬ଟି କୁମ୍ଭୀର ଚିହ୍ନଟ ।