ପଟ୍ଟଚିତ୍ରକଳା ପାଇଁ ପ୍ରସିଦ୍ଧ ଏହି ଐତିହ୍ୟ ଗ୍ରାମ 'ରଘୁରାଜପୁର' । ଗ୍ରାମରେ କ'ଣ ସୁବିଧା ରହିଛି ଓ କେଉଁଠି ଅସୁବିଧା ରହିଛି? ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ ।