ବାଜିଲା ଖବର, ନିର୍ମାଣ ହେଲା ବ୍ରିଜ । ନୂଆ ବେତଣ୍ତା ଗାଁରୁ ନିଆଳି ବିଧାୟକ ପର୍ଯ୍ୟନ୍ତ ଇଟିଭି ଭାରତକୁ କଲେ ପ୍ରଶଂସା । ନିଆଳିରୁ ଉମେଶ ଚନ୍ଦ୍ରଙ୍କ ରିପୋର୍ଟ ।