ବୁଢୀ ଠାକୁରାଣୀ ଯାତ୍ରାରେ ବିରଳ ପରମ୍ପରା ବାଘ ନୃତ୍ୟ । ମାନସିକଧାରୀ ବାଘ ବେଶରେ ମାଆଙ୍କ ଯାତ୍ରାରେ କରନ୍ତି ନୃତ୍ୟ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ ।