ବାଲିପାଟଣା ଅଞ୍ଚଳରେ ଗୁଳିକାଣ୍ଡ ଘଟଣା । ପ୍ରତିଶୋଧ ପାଇଁ ନିଜକୁ ନିଜେ ଗୁଳି କରିଥିଲା ଅଭିଯୁକ୍ତ । ଏକତରଫା ପ୍ରେମରେ ପ୍ରେମିକର ବଦଲା ।