Surprise Me!

ଢେଙ୍କାନାଳରେ ଏନକାଉଣ୍ଟର, ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହୁଣ୍ଡ ଆହତ

2025-04-24 1 Dailymotion

ଢେଙ୍କାନାଳ ପୋଲିସକୁ ସଫଳତା । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ପୋଲିସର ଏନକାଉଣ୍ଟର ।