Surprise Me!

ସେଦିନ ହନୁମାନ ଲକେଟ ପିନ୍ଧିନଥିଲି, ବଞ୍ଚିଗଲି: ପହଲଗାମରୁ ଫେରି କହିଲେ ଲୋମଟାଙ୍କୁରା ଅନୁଭୂତି

2025-04-27 47 Dailymotion

ସେଦିନ ବେକରେ ହନୁମାନ ଲକେଟ ପିନ୍ଧି ନଥିଲି । ନଚେତ ମତେ ବି ଗୁଳି କରି ଦେଇଥାନ୍ତେ । ପହଲଗାମରୁ ଫେରି ଏପରି ଲୋମଟାଙ୍କୁରା ଅନୁଭୂତି କହିଲେ କଟକ ବାସିନ୍ଦା ।