କର୍ମଜୀବୀ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ରାତିରେ ଘରକୁ ଫେରୁଥିବା ବେଳେ ଦୁଷ୍କର୍ମକାରୀମାନେ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ।