Surprise Me!

ଦିବ୍ୟାଂଶୀଙ୍କ ନିଆରା ସଉକ, ସଂଗ୍ରହ କଲେଣି 49 ଦେଶର 30 ହଜାରରୁ ଉର୍ଦ୍ଧ୍ବ ଦିଆସିଲି ଖୋଳ

2025-04-28 26 Dailymotion

ଦିଆସିଲି ଖୋଳ ସଂଗ୍ରହ ନିଶାରେ ଭୁବନେଶ୍ବରର 13 ବର୍ଷିୟ ଦିବ୍ୟାଂଶୀ । ସର୍ବଭାରତୀୟ ସ୍ତରରେ ବାଲ ସଂଗ୍ରାହକ ପ୍ରତିଯୋଗିତାରେ ସେ ଚମ୍ପିଆନ ହୋଇଛନ୍ତି।