ବିଭିନ୍ନ ସହରାଞ୍ଚଳରେ ଅନେକ ସ୍କୁଲ ରହିଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ରହିଛନ୍ତି। ତେଣୁ କରି ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ।