Surprise Me!

ମହାପ୍ରଭୁଙ୍କ ମାନବୀୟ ଲୀଳା: କାହିଁକି ହୁଏ ଚନ୍ଦନ ଯାତ୍ରା ? କଣ କୁହେ କିମ୍ବଦନ୍ତୀ

2025-04-28 27 Dailymotion

ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହରୁ ଲାଘବ ପାଇଁ ଜଳକ୍ରୀଡା କରିବେ ମହାପ୍ରଭୁ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ ।