ବ୍ରହ୍ମପରୁ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଉଦଯାପିତ । ବାପା ଦେଶୀ ବେହେରା ସମସ୍ତ ରୀତିନୀତି ଅନୁସାରେ ଝିଅକୁ ଭାର ଦେଇ ବିଦା କରିଛନ୍ତି ।