Surprise Me!

ମେ' ୧ରୁ ଭିତରକନିକା ବନ୍ଦ, କୁମ୍ଭୀର ପ୍ରଜନନ ଓ ଅଣ୍ଡାଦନ ପାଇଁ ପର୍ଯ୍ୟଟକଙ୍କୁ ୩ ମାସ ମନା

2025-04-30 3 Dailymotion

ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛି ବନ ବିଭାଗ ।