ପ୍ରଚଳିତ ସମୟରେ ଗ୍ଲୋବାଲ ୱାର୍ମିଙ୍ଗ ଏବେ ବଡ଼ ସତର୍କ ଘଣ୍ଟି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳର ଘୋର ଅଭାବ ଏବେ ଅନୁଭୂତ ହେବାକୁ ଲାଗିଲାଣି ।