ଜାତୀୟ ରାଜପଥ କଡ଼ରେ ବିରାଜିତ ପ୍ରତ୍ୟକ୍ଷ ଦେବୀ ଦାଣ୍ଡକାଳୀ । ମାଆଙ୍କ ଆଶୀର୍ବାଦ ନେଇ ଗାଡି ଧରି ଗନ୍ତବ୍ୟ ସ୍ଥଳକୁ ବାହାରି ଯାଆନ୍ତି ଲୋକେ ।