କଟକ ଖାନ ନଗର ବ୍ରିଜ ନିର୍ମାଣ କାମ ଚାଲୁଥିବା ବେଳେ ବଡ଼ ଅଘଟଣ । କ୍ରେନ ଛିଣ୍ଡି ଯିବାରୁ ସ୍ଲାବ ତଳେ ଚାପି ହୋଇ 3 ଜଣଙ୍କର ମୃତ୍ୟୁ ।