Surprise Me!

କାଳବୈଶାଖୀ ପରେ ଫେରୁଛି ଗ୍ରୀଷ୍ମ ପ୍ରବାହ, ୮ରୁ ଅସମ୍ଭାଳ ତାତି ସହ ଗୁଳୁଗୁଳି

2025-05-05 2 Dailymotion

ଆହୁରି ୪୮ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା । ବର୍ଷା ପରେ ପରେ ବଢ଼ିବ ତାତି । 8ରୁ ପ୍ରଚଣ୍ଡ ତାତି ସହ ଅନୁଭୂତ ହେବ ଗରମ ଓ ଗୁଳୁଗୁଳି ।