'୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଓ କରାଚୀ ବନ୍ଦର ଧ୍ବଂସ କଥା ମନେ ପଡ଼ିଲେ ଶରୀର ଉଷ୍ମ ହୋଇଉଠେ '। ପୂର୍ବତନ ନୌସେନା ଅଧିକାରୀ ସନାତନ ସାହୁଙ୍କ ସହ ରାଧାକାନ୍ତ ମହାନ୍ତିଙ୍କ ଆଲୋଚନା ।