ବିଦ୍ୟୁତ୍ ସଟସର୍କିଟ ଯୋଗୁଁ କଟକ ଜିଲ୍ଲା ନିଆଳି ସୁର ମଲ୍ଲିକଙ୍କ ଘର ପୋଡି ଯାଇଥିଲା । 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ବିଧାୟକ ବଢାଇଲେ ସହଯୋଗର ହାତ ।