Malnutrition ବା କୁପୋଷଣ ରୋକିବାକୁ ରେନବୋ ଡାଏଟ କ୍ୟାମ୍ପେନ । ଅଙ୍ଗନବାଡ଼ି ଓ ସ୍କୁଲ ପିଲାଙ୍କୁ ଦିଆଯିବ ପୁଷ୍ଟିକର ଖାଦ୍ୟ। କେନ୍ଦୁଝରରୁ ସନ୍ତୋଷ ମହାପାତ୍ରଙ୍କ ରିପୋର୍ଟ