Surprise Me!

ଓଡ଼ିଶାରୁ ବିଦେଶ ରପ୍ତାନୀ ହେବ ବଳକା ଧାନ: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

2025-05-16 11 Dailymotion

ଓଡ଼ିଶାରେ ଅଧିକ ଧାନ ଚାଷ ହେଉଥିବାରୁ ବଳକା ଧାନ ବିଦେଶକୁ ରପ୍ତାନୀ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।