ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କାନ୍ସରେ ଓଡ଼ିଆ ଫିଲ୍ମ 'ବାଘୁଣୀ' ମୋଶନ ପୋଷ୍ଟର ରିଲିଜ । ଯାହା ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ଭାବେ ଓଡ଼ିଶା ପାଇଁ ଗୌରବ ଆଣିଛି ।