Surprise Me!

Odisha Weather: ସନ୍ଧ୍ୟା ସମୟରେ ଅଧିକ ସତର୍କ ! ଆହୁରି ୪ ଦିନ ବଜ୍ରପାତ ୱାର୍ଣ୍ଣିଂ

2025-05-17 2 Dailymotion

ଆଗାମୀ 4 ଦିନ ଯାଏଁ ବଜ୍ରପାତକୁ ନେଇ ସତର୍କତା ଜାରି । ଆସନ୍ତା 23 ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ।