Surprise Me!

ମା' କୋଳକୁ ଝୁରୁଛି ନବଯାତ ଶିଶୁକନ୍ୟା, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ଯବାନ

2025-05-17 7 Dailymotion

ଛୁଟି ବାତିଲ କରି ସୀମାକୁ ଫେରୁଥିଲେ ଯବାନ । ହସ୍ପିଟାଲରେ ଆଇସିୟୁ ବେଡରେ ଜୀବନ ମରଣ ସହ ସଂଘର୍ଷ କରି ଆଖିବୁଜିଲେ ପତ୍ନୀ । ଆସିଲା ଚିକିତ୍ସା ଅବହେଳା ଅଭିଯୋଗ ।