ସ୍ନାନଯାତ୍ରା ଓ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ ପହଣ୍ଡି ନୀତି ପାଇଁ ରଥ ଉପରେ ମୋବାଇଲ ବ୍ୟବହାରରେ ଲାଗିବ କଟକଣା ।