Surprise Me!

ଭୋକ ଜ୍ଵାଳା ଆଗରେ ଗ୍ରୀଷ୍ମ ତାତି ଗୌଣ, ବେପାର ନକଲେ ଘରେ ଜଳିବନି ଚୁଲି

2025-05-20 7 Dailymotion

ଡହ ଡହ ଖରାକୁ ଖାତିର ନାହିଁ । ପେଟ ପାଇଁ ରାସ୍ତା କଡ଼ରେ ଖୋଲି ଗରାଖଙ୍କୁ ଅନେଇ ବସିଛନ୍ତି । ଭୁବନେଶ୍ବରରୁ ବିକାଶ କୁମାର ଦାଶଙ୍କ ରିପୋର୍ଟ ।