Surprise Me!

ଓଡ଼ିଶାରେ ହ୍ୟୁମାନ ମିଲ୍କ ବ୍ୟାଙ୍କ: ବଢୁଛନ୍ତି ଡୋନର, ଶିଶୁଙ୍କୁ ମିଳିବ ମାଆ କ୍ଷୀର

2025-05-20 3 Dailymotion

ନବଜାତ ଶିଶୁଙ୍କୁ ମା' କ୍ଷାର ପାଇଁ ବର୍ତ୍ତମାନ ଗୋଟିଏ ଠିକଣା ମିଲ୍କ ବ୍ୟାଙ୍କ । ଜାଣନ୍ତୁ ଓଡ଼ିଶାରେ କେଉଁ ହସିପଟାଲରେ ରହିଛି ମିଲ୍କ ବ୍ୟାଙ୍କ ଏବଂ ମିଲ୍କ କିଚେନ ?