ସମ୍ବଲପୁରର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ G20ର ବରିଷ୍ଠ ଅଧିକାରୀ ଅମିତାଭ କାନ୍ତ । କହିଲେ ଭାରତର ପ୍ରଗତି ଓ ବିକାଶରେ ସମ୍ବଲପୁର ଜିଲ୍ଲାର ପ୍ରମୁଖ ଭୂମିକା ରହିଛି ।