ଓଡିଶାରେ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହା ମାଇଲଡ ଭାରିଏଣ୍ଟ। ବ୍ୟସ୍ତ ହେବାର ନାହିଁ କହିଲେ ସ୍ୱାସ୍ଥ୍ୟ ସଚିବ ।