କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା, ମନ୍ଦିରର ଭିତ୍ତିଭୂମିର ଅବସ୍ଥିତି ଓ ମନ୍ଦିର ସଂରକ୍ଷଣ ନେଇ ସମୀକ୍ଷା କଲେ ଏଏସଆଇ ମହାନିର୍ଦ୍ଦେକ ଯଦୁବୀର ସିଂ ରାୱତ।