ମନ କି ବାତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଯୁବ ଭାରତ୍ତୋଳକ ହର୍ଷବର୍ଦ୍ଧନଙ୍କ ସଫଳତାକୁ ନେଇ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।