Surprise Me!

ସାଂଘାତିକ ତଥ୍ୟ, ଗୁଣିଗାରେଡି ମୃତ୍ୟୁରେ ଓଡ଼ିଶା ଦେଶରେ ଦ୍ବିତୀୟ: ପୂର୍ବତନ ଡିଜିପି

2025-05-26 4 Dailymotion

ଗୁଣିଗାରେଡ଼ିକୁ କିଭଳି ରୋକାଯାଇ ପାରିବ ସେନେଇ OAS ଅଫିସରମାନଙ୍କୁ ତାଲିମ ଦେଇଛନ୍ତି ପୂର୍ବତନ‌ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ।