ପୁରୀ ସମୁଦ୍ରରେ ଅଘଟଣ । ଜଳକ୍ରୀଡା ବେଳେ ସମୁଦ୍ରରେ ଓଲଟିଲା ସ୍ପିଡ ବୋଟ । ଅଳ୍ପକେ ବର୍ତ୍ତିଲେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ।