ଶ୍ରୀମନ୍ଦିରରେ ବ୍ୟବହୃତ ସ୍ବତନ୍ତ୍ର ଶବ୍ଦ ବାକ୍ୟର 'ସ୍ୱତ୍ୱାଧିକାର ତଥା ପ୍ୟାଟେଣ୍ଟ' ପ୍ରସ୍ତୁତ ନିଷ୍ପତ୍ତି ଆଇନ ବିରୁଦ୍ଧ । ଏହି ଭଳି ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀଙ୍କ ବିରୋଧ ।