Surprise Me!

ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା; ଆଜି 4 କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

2025-05-28 2 Dailymotion

ରାଜ୍ୟରେ 5 ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ବରରୁ 4 ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ । ଗତ 22 ତାରିଖରେ ଆସିଥିଲା ପ୍ରଥମ ପଜିଟିଭ୍ କେସ୍ ।