ଅନ୍ଧବିଶ୍ବାସ ଆଗରେ ମରିଯାଇଛି ମାନବିକତା । ମୃତ୍ୟୁ ପରେ ଗର୍ଭବତୀ ମହିଳାଙ୍କୁ ସତ୍କାର ନକରି ଗଛରେ ଡେରି ଦେଲେ ପରିବାର । ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଶେଷକୃତ୍ୟ।