ଭୁବନେଶ୍ବରରେ ଆୟୋଜିତ ହେଲା 'ଲକ୍ଷପତି ଦିଦି ସମ୍ମିଳନୀ 2025 '। ସାମିଲ ହେଲେ 25ଟି ରାଜ୍ୟର ଲକ୍ଷପତି ଦିଦି । ଲକ୍ଷପତି ଦିଦି କରୋଡ଼ପତି ଦିଦି ଆଖ୍ୟା ପାଇବେ ବୋଲି କହିଲେ ଉପମୁଖ୍ଯମନ୍ତ୍ରୀ ।